ମା’ ଓ ଝିଅକୁ ଯୌନ ନିର୍ଯାତନା ଓ ବ୍ଲାକମେଲ ଅଭିଯୋଗରେ ବିଜେପି ନେତାଙ୍କ ସହଯୋଗୀ ଗିରଫ

ଅନନ୍ତନାଗ: ଯୌନ ଶୋଷଣ ସହ ବ୍ଲାକମେଲ କରୁଥିବା ଅଭିଯୋଗ ଆଧାରରେ ଜମ୍ମୁ-କଶ୍ମୀର ଅନନ୍ତନାଗର ସ୍ଥାନୀୟ ଅଦାଲତ କୋକେରନାଗ ପୁଲିସକୁ ବିଜେପି ନେତା ମହମ୍ମଦ ସିଦ୍ଦିିକ ଖାନ ଏବଂ ସହିଦ ଅହମ୍ମଦ ଭଟ୍ଟଙ୍କ ବିରୋଧରେ ମାମଲା ଆଗତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ଜନୈକା ମା-ଝିଅ ଯୋଡି ସେମାନଙ୍କୁ ଯୌନ ନିର୍ଯାାତନା ଦିଆଯିବା ସହ ବ୍ଲାକମେଲ କରାଯାଉଥିବା ଅଭିଯୋଗ ନେଇ ମାଜିଷ୍ଟ୍ରେଟଙ୍କ ନିକଟକୁ … Continue reading ମା’ ଓ ଝିଅକୁ ଯୌନ ନିର୍ଯାତନା ଓ ବ୍ଲାକମେଲ ଅଭିଯୋଗରେ ବିଜେପି ନେତାଙ୍କ ସହଯୋଗୀ ଗିରଫ